ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ ସାଙ୍ଗକୁ ସ୍ମାର୍ଟ ସ୍କୁଲର ପ୍ରତିଶୃତି ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପାଇଁ ବିଜେପି ନିଜର ଘୋଷଣାପତ୍ର ପ୍ରକାଶ କରିଛି। ବିଜେପି ଏହାର ନାମ ସଂକଳ୍ପ ପତ୍ର ରଖିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ଦିଲ୍ଲୀ ସାଂସଦ ରମେଶ ବିଧୁରୀ, ହର୍ଷ ବର୍ଦ୍ଧନ, ହଂସରାଜ ହଂସ ଏବଂ ପ୍ରବେଶ ବର୍ମା ପ୍ରମୁଖ ଏହି ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି। ଏଥିରେ ପାଞ୍ଚ … Continue reading ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ ସାଙ୍ଗକୁ ସ୍ମାର୍ଟ ସ୍କୁଲର ପ୍ରତିଶୃତି ଦେଲା ବିଜେପି